ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ ଜଣଙ୍କ ଜୀବନ ନେଲା କରୋନା: ୧୦୫୨୧ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ୧୭ ଜଣ ରୋଗୀଙ୍କର ପ୍ରାଣ ନେଇଛି। ଗତକାଲି ୧୬ ଜଣଙ୍କ ଜୀବନ ନେଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ରହିଛନ୍ତି। ସେହିପରି ଦେବଗଡ ଜିଲ୍ଲାରୁ ଜଣେ. ବୌଦ୍ଧରେ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେଉଁଝର ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ … Continue reading ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ ଜଣଙ୍କ ଜୀବନ ନେଲା କରୋନା: ୧୦୫୨୧ ନୂଆ ପଜିଟିଭ ଚିହ୍ନଟ